Meaning : ପୃଥିବୀର ଉପରି ସ୍ତର
Example :
ସଂପୂର୍ଣ୍ଣ ଧରାତଳ ଜଳ ଓ ସ୍ଥଳ ଦୁଇ ଭାଗରେ ବିଭକ୍ତ
Synonyms : ଅବନୀତଳ, କ୍ଷିତିତଳ, ଧରାତଳ, ଧରାପୃଷ୍ଠ, ପୃଥିବୀପୃଷ୍ଠ, ଭୂତଳ, ଭୂପୃଷ୍ଠ, ମହୀତଳ
Translation in other languages :
The outermost level of the land or sea.
Earthquakes originate far below the surface.