Meaning : ଯାହା ବିତିଯାଇଥିବା ସମୟ ସହ ସମ୍ବନ୍ଧିତ
Example :
ଅତୀତକାଳର ବିବାଦକୁ ଭୁଲି ଆମକୁ ବନ୍ଧୁତାର ହାତ ବଢ଼ାଇବା ଆବଶ୍ୟକ
Synonyms : ଅତୀତକାଳର, ପୂର୍ବକାଳର
Translation in other languages :
जो बीते हुए समय से संबंधित हो।
भूत कालीन विवादों को भूलाकर हमें दोस्ती का हाथ बढ़ाना चाहिए।