Subscribe
URL of the page has been copied to clipboard.
Meaning : ଏହାକୁ ଛାଡ଼ି ଅନ୍ୟ କିଛି ବା ଅଲଗା
Example : ବଢ଼ୁଥିବା ଜନସଂଖ୍ୟାର ସମସ୍ୟା ସହିତ ଅନ୍ୟ ସମସ୍ୟାଗୁଡ଼ିକ ବି ଦେଖାଗଲାଣି
Synonyms : ଅନ୍ୟ, ଅଲଗା
Meaning : ନିଜ କୁଟୁମ୍ବ ବା ସମାଜରୁ ବର୍ହିଭୂତ
Example : ସେ ଅପର ଲୋକଙ୍କର ମଧ୍ୟ ସହାୟତା କରନ୍ତି
Synonyms : ଅନାତ୍ମୀୟ, ଅନ୍ୟ, ଅପର, ପର
Translation in other languages :हिन्दी English
अपने कुटुम्ब या समाज से बाहर का।
Not connected by kinship.
Install App