Meaning : ପାଣି ବା କିଛି ତରଳ ପଦାର୍ଥରେ ଓଦାହେବାପାଇଁ କୌଣସି ବସ୍ତୁକୁ ସେଥିରେ ବୁଡ଼ାଇବା
Example :
ସକାଳେ ଖାଇବାପାଇଁ ମାଆ ପ୍ରତିଦିନ ରାତିରେ ଚଣା ଭିଜାନ୍ତି
Synonyms : ଆର୍ଦ୍ର କରିବା, ପାଣିରେ ବୁଡ଼ାଇ ରଖିବା, ଭିଜେଇବା
Translation in other languages :
Meaning : ପାଣି କିମ୍ବା କୌଣସି ତରଳ ପଦାର୍ଥର ସଂଯୋଗରେ ନରମ କରିବା
Example :
କୁମ୍ଭାର ମାଠିଆ ତିଆରି କରିବାପାଇଁ ମାଟି ଭିଜାଉଛି
Synonyms : ଓଦା କରିବା
Translation in other languages :