Meaning : ବେଶ୍ୟା ସହିତ ସଂଭୋଗ କରୁଥିବା ଲୋକ
Example :
ଲମ୍ପଟର ଜୀବନ କଳହପୂର୍ଣ୍ଣ ହୋଇଥାଏ
Translation in other languages :
Someone who patronizes prostitutes.
wencherMeaning : ବେଶ୍ୟା ମାନଙ୍କ ତବଲଚି
Example :
ସମୀରାର ବାହାଘର ଭଡ଼ୁଆ ସହିତ ହୋଇଛି
Synonyms : ଭଡ଼ୁଆ
Translation in other languages :
Meaning : ବେଶ୍ୟା ବା ଛିଣ୍ଡାଳି ସ୍ତ୍ରୀମାନଙ୍କର ଦଲାଲି କରୁଥିବା ବ୍ୟକ୍ତି
Example :
କେତେକ ଭାଡ଼ୁଆ ନିରୀହା ଝିଅଙ୍କୁ ନିଜର ଶିକାର ବନାନ୍ତି
Synonyms : ଦଲାଲ
Translation in other languages :