Meaning : ବଲ୍ଲା ପୋତି ତା ଉପରେ କରାଯାଉଥିବା ମଞ୍ଚା
Example :
ଏହି ଭାଡ଼ିର ଲମ୍ବ ପ୍ରାୟ ଚାରି ମିଟର
Translation in other languages :
Meaning : ନଦୀର କାଦୁଆ ଘାଟରେ ବଲ୍ଲା ପୋତି ତିଆରି ହୋଇଥିବ ମଞ୍ଚା
Example :
ମଞ୍ଚାଉପରୁ ଲୋକମାନେ ନାଆରେ ଚଢ଼ନ୍ତି
Synonyms : ମଞ୍ଚା
Translation in other languages :