Meaning : ପୁରୁଷମାନଙ୍କୁ ମୋହିତ କରିବାପାଇଁ ନାରୀମାନଙ୍କର ମନୋହର ଚେଷ୍ଟା
Example :
ଶୀଲାର ହାବଭାବରେ ପ୍ରଭାବିତହୋଇ ବିନୋଦ ତାକୁ ବିବାହ କଲା
Translation in other languages :
Meaning : ଶରୀର ବା କୌଣସି ଅଙ୍ଗର ଏହି ସ୍ଥାନ ଯେଉଁଥିରେ କୌଣସି ଭାବ ଅଭିବ୍ୟକ୍ତ ହୋଇଥାଏ
Example :
ନୃତ୍ୟାଙ୍ଗନା ନିଜ ଭାବଭଙ୍ଗୀରେ ଦର୍ଶକମାନଙ୍କୁ ମୁଗ୍ଧ କରୁଥିଲେ
Translation in other languages :