Meaning : ଦେଶୀ ମଦ ତିଆରି ଓ ବିକ୍ରି ସ୍ଥାନ
Example :
ସେ ସବୁଦିନେ ମଦ ପିଇବାକୁ ଭାଟିକୁ ଯାଏ
Translation in other languages :
देशी शराब बनाने और बेचने का स्थान।
वह प्रतिदिन भट्टी पर शराब पीने जाता है।Meaning : ଧାତୁ ତରଳେଇବାର ଭାଟି
Example :
କାରିଗର ଭାଟିରେ ଧାତୁଗୁଡ଼ିକ ତରଳାଉଛି
Translation in other languages :