Meaning : କୌଣସି ସମ୍ପତ୍ତି କିମ୍ବା ସେଥିରୁ ହେଉଥିବା ଆୟର ଭାଗ ବା ଅଂଶ
Example :
ସେ ମୋ ଭାଗ ମଧ୍ୟ ଖାଇଗଲା ସେଥିରେ ମୋର ମଧ୍ୟ ଭାଗ ଅଛି
Synonyms : ଅଂଶ
Translation in other languages :
Assets belonging to or due to or contributed by an individual person or group.
He wanted his share in cash.Meaning : ସମଷ୍ଟି ବା ସମୂହର କିଛି ଅଂଶ
Example :
ଏହାର ମଧ୍ୟ ଭାଗ ଟିକେ ମୋଟା
Synonyms : ଅଂଶ
Translation in other languages :
Meaning : କୌଣସି ସଂଖ୍ୟାକୁ ଦ୍ୱିତୀୟ ସଂଖ୍ୟା ଦ୍ୱାରା ଭାଗ କରିବା କାମ
Example :
ଆଜି ଶ୍ରେଣୀରେ ଗଣିତର ଭାଗକ୍ରିୟା ଶିଖାଯିବ
Synonyms : ବିଭାଗ, ବିଭାଜନ, ଭାଗ କାର୍ଯ୍ୟ, ଭାଗକର୍ମ, ଭାଗକ୍ରିୟା, ହରଣ, ହରିବା, ହରିବା କାମ, ହରିବା କାର୍ଯ୍ୟ
Translation in other languages :
An arithmetic operation that is the inverse of multiplication. The quotient of two numbers is computed.
divisionMeaning : କୌଣସି ଲମ୍ବ ବା ଚଉଡ଼ା ଅଂଶ ଥିବା ଏକ ସ୍ଥଳ ଭାଗ
Example :
ଆକାଶକ୍ଷେତ୍ରରେ ଖଗୋଳିୟ ପିଣ୍ଡ ଥାଏ ଏହା ଭାରତର କୃଷି ଉତ୍ପାଦକ କ୍ଷେତ୍ର
Synonyms : କ୍ଷେତ୍ର
Translation in other languages :
Meaning : କୌଣସି ଜମିଦାରୀରେ ଯେତେ ଭୂଭାଗ ଜଣେ ଅଂଶୀଦାରର ଅଧିକାରରେ ଥାଏ
Example :
ଅଂଶର ଭାଗବଣ୍ଟାକୁ ନେଇ ମହେଶର ପିଲାମାନେ ପରସ୍ପର ମଧ୍ୟରେ ଝଗଡ଼ା କରୁଛନ୍ତି
Synonyms : ଅଂଶ
Translation in other languages :
किसी जमींदारी का उतना भूभाग जितना एक पट्टीदार के अधिकार में हो।
पट्टी के बँटवारे को लेकर महेश के लड़के आपस में लड़ते रहते हैं।Meaning : ବିଭକ୍ତ ହେବା ବା ବାଣ୍ଟିବା ଦ୍ୱାରା ମିଳୁଥିବା ଅଂଶ
Example :
ମୁଁ ମୋ ଭାଗ ମଧ୍ୟ ଭାଇକୁ ଦେଇଦେଲି
Translation in other languages :
Assets belonging to or due to or contributed by an individual person or group.
He wanted his share in cash.Meaning : କୌଣସି ବସ୍ତୁର ଦୃଢ଼ ଖଣ୍ଡ
Example :
ଏହି ମନ୍ଦିର ବଡ଼ବଡ଼ ଶିଳା ଖଣ୍ଡରେ ତିଆରିଏହି ମନ୍ଦିର ପଥରର ବଡ଼ବଡ଼ ଖଣ୍ଡରେ ତିଆରି
Translation in other languages :
A solid piece of something (usually having flat rectangular sides).
The pyramids were built with large stone blocks.Meaning : ଅଙ୍ଗ ବା ଅବୟବରୁ କୌଣସି ଗୋଟିଏ ଯାହାକୁ ଯୋଗକଲେ କୌଣସି ଜିନିଷ ତିଆରି ହୁଏ
Example :
ଏହି ଯନ୍ତ୍ରର ସବୁ ଅଂଶ ଗୋଟିଏ କାରଖାନାରେ ତିଆରି ହୋଇଛି ଏହାର ଆର ପାଦରେ ଆମେମାନେ ଆପଣମାନଙ୍କୁ ଏକ ନାଟକ ଦେଖାଇବୁ
Synonyms : ଅଂଶ, ଖଣ୍ଡ, ଖଣ୍ଡିତାଂଶ, ଚରଣ, ପାଦ, ବିଭାଗ
Translation in other languages :
Something determined in relation to something that includes it.
He wanted to feel a part of something bigger than himself.Meaning : ଅଲଗା ଅଲଗା ଭାଗ ବା ଅଂଶରେ ବାଣ୍ଟିବା କାର୍ଯ୍ୟ ବା ଭାବ
Example :
ରାମ ତା ଦୁଇପୁଅଙ୍କ ନିମନ୍ତେ ଘରକୁ ବିଭାଜନ କରିଦେଲେ
Synonyms : ବିଭାଜନ
Translation in other languages :
The act of dividing or partitioning. Separation by the creation of a boundary that divides or keeps apart.
division, partition, partitioning, sectionalisation, sectionalization, segmentationMeaning : ଅନ୍ୟକୁ ଜମି ଦେବାର ସେହି ରୀତି ଯେଉଁଥିରେ ଚାଷୀ ଜମି ମାଲିକକୁ ଉତ୍ପାଦନର ନିର୍ଦ୍ଧାରିତ ଅଂଶ ଦେଇଥାଏ
Example :
ମାଇକୁ ତାର ସବୁ ବିଲ ଭାଗକୁ ଦେଇଦେଇଛି
Translation in other languages :
Meaning : କୌଣସି କାର୍ଯ୍ୟରେ ସମ୍ମିଳିତ ହେବାର ପ୍ରକ୍ରିୟା
Example :
ସେ ଏହି ପ୍ରତିଯୋଗିତାରେ ଭାଗ ନେଉଛନ୍ତି
Translation in other languages :
किसी कार्य में भागीदार होने की क्रिया।
मुझे इस प्रतियोगिता में भाग लेने से कोई नहीं रोक सकता।