Meaning : ସୁଖ, ସମୃଦ୍ଧି ତଥା କୁଶଳତାରେ ପରିପୂର୍ଣ୍ଣ ହେବା ଅବସ୍ଥା
Example :
ଏପରି କାମ କର ଯେଉଁଥିରେ ସମସ୍ତଙ୍କର କଲ୍ୟାଣ ହେବ
Synonyms : କଲ୍ୟାଣ, ମଙ୍ଗଳ, ଶୁଭ, ହିତ
Translation in other languages :
A contented state of being happy and healthy and prosperous.
The town was finally on the upbeat after our recent troubles.Meaning : ଭଲ ହେବ ଯେ
Example :
ଘା ଧୋଇବାପାଇଁ ଆପଣ ଭଲ ଗୁଣକାରୀ ପାଣି ବ୍ୟବହାର କରନ୍ତୁ
Translation in other languages :
अच्छा हो कि।
अच्छा हो कि आप घाव धोने के लिए गुनगुने पानी का प्रयोग करें।More readily or willingly.
Clean it well, preferably with warm water.Meaning : ଭଲ ଭାବରେ ବା ଯାହା ପ୍ରଶଂସାର ଯୋଗ୍ୟ
Example :
ଆଜି ସଚିନ୍ ଭଲ ଖେଳିଲା
Synonyms : ବଢ଼ିଆ
Translation in other languages :
अच्छी तरह से या ऐसा जो प्रशंसा के योग्य हो।
आज सचिन ने अच्छा खेला।Meaning : ଦେଖିବାରେ ଭଲ ଏବଂ ସୁନ୍ଦର ଲାଗିବା
Example :
ଆଜିର ପାଗ ବହୁତ ବଢ଼ିଆ
Synonyms : ବଢ଼ିଆ, ମନୋରମ, ସୁନ୍ଦର
Translation in other languages :
Having great beauty and splendor.
A glorious spring morning.Meaning : ଯାହାର ସ୍ୱାଦ ଭଲ
Example :
ଆଜିର ଭୋଜନ ବହୁତ ସ୍ୱାଦିଷ୍ଟ ଥିଲା
Synonyms : ମଧୁର, ରୋଚକ, ସୁସ୍ୱାଦୁ, ସ୍ୱାଦିଷ୍ଟ
Translation in other languages :
Extremely pleasing to the sense of taste.
delectable, delicious, luscious, pleasant-tasting, scrumptious, toothsome, yummyMeaning : ଯାହା ପରିଶୋଧିତ ବା ଯାହାକୁ ପରିଶୁଦ୍ଧ କରାଯାଇଛି
Example :
ଏହା ଶୁଦ୍ଧ ସୁବର୍ଣ୍ଣର ବିସ୍କୁଟ
Synonyms : ଅମିଶା, ଅସଲି, ଖାଣ୍ଟି, ଖାଦହୀନ, ବିଶୁଦ୍ଧ, ଶୁଦ୍ଧ
Translation in other languages :
Free of extraneous elements of any kind.
Pure air and water.Meaning : ଯେ ସବୁ ପ୍ରକାରରେ ଭଲ ଅବସ୍ଥାରେ ଥାଏ
Example :
ମୁଁ ଭଲରେ ଅଛିଆପଣ କେମିତି ଅଛନ୍ତି?
Synonyms : ଠିକ୍ ଠାକ୍
Translation in other languages :
Being satisfactory or in satisfactory condition.
An all-right movie.Meaning : ଯାହା ଗୁଣବତ୍ତାସହ ଯୁକ୍ତ
Example :
ଗୁଣବତ୍ତାଯୁକ୍ତ ଉପକରଣ ମହଙ୍ଗା ହୋଇପାରେ କିନ୍ତୁ ବହୁତ ଦିନ ଚଳେ
Synonyms : ଉତ୍ତମ, ଗୁଣବତ୍ତାଯୁକ୍ତ, ଗୁଣଯୁକ୍ତ, ଗୁଣାନ୍ୱିତ
Translation in other languages :
जो गुणवत्ता से युक्त हो।
गुणवत्तायुक्त उपकरण महँगे तो होते हैं मगर चलते भी बहुत हैं।Meaning : ଯାହା ଭଲ ଭାବରେ ପରିଣାମ ରୂପରେ ହୋଇଥାଏ ବା ଆସେ
Example :
ଏହା ଭଲ କଥା ଯେ ମୁଁ ସେଠାରେ ନଥିଲି ଏହା ଭଲ କଥା ଯେ ଆପଣଙ୍କୁ କେହି ଦେଖି ନାହିଁ
Synonyms : ବଢ଼ିଆ
Translation in other languages :
Meaning : ବହୁତ ବଢ଼ିଆ
Example :
ଆପଣ ମୋତେ ବହୁତ ଭଲ ସମ୍ବାଦ ଦେଲେ
Synonyms : ଅତିଉତ୍ତମ, ବହୁତ ଭଲ, ବଢ଼ିଆ
Translation in other languages :
Very good. Of the highest quality.
Made an excellent speech.Meaning : ଯାହା ଭଙ୍ଗା ବା ଖରାପ ନ ହୋଇ ଭଲ ଅବସ୍ଥାରେ ଥାଏ
Example :
ମୁଁ ଏକ ପୁରୁଣା କିନ୍ତୁ ଭଲ କାର କିଣିବି
Translation in other languages :
Meaning : ଯିଏ ଭଲ ବା ଯାହାର ଭଲ ଗୁଣ ଅଛି କିମ୍ବା ଯାହାର କାମଦ୍ୱାରା ଅନ୍ୟର ଭଲ ହୁଏ
Example :
ଦୁନିଆରେ ଭଲ ଲୋକଙ୍କର ଅଭାବ ନାହିଁ
Translation in other languages :
Having desirable or positive qualities especially those suitable for a thing specified.
Good news from the hospital.Meaning : ଯାହା ଶୁଭ ବା ଭଲ
Example :
ଶୁଭ କାର୍ଯ୍ୟ ଆରମ୍ଭ କରିବାରେ ଡେରି ହେବା ଉଚିତ ନୁହେଁ
Synonyms : ପୁଣ୍ୟ, ମାଙ୍ଗଳିକ, ଶୁଭ
Translation in other languages :
Auguring favorable circumstances and good luck.
An auspicious beginning for the campaign.Meaning : ଯିଏ ସମସ୍ତଙ୍କ ସହିତ ଭଲ, ଉଚିତ୍ ଏବଂ ପ୍ରିୟ ବ୍ୟବହାର କରେ
Example :
ସଜ୍ଜନ ବ୍ୟକ୍ତି ସବୁ ପରିବେଶରେ ଅନ୍ୟ ସହିତ ଭଲ ବ୍ୟବହାର କରେ
Translation in other languages :
Having an easygoing and cheerful disposition.
Too good-natured to resent a little criticism.