Meaning : ଯେ ପ୍ରକୃତରେ ସାଧୁ ନୁହନ୍ତି, କେବଳ ସାଧୁ ହେବାର ଅଭିନୟ କରନ୍ତି
Example :
ଆଜିକାଲି ସମାଜରେ ନକଲି ସାଧୁ କମ୍ ନାହାଁନ୍ତି
Synonyms : ନକଲି ସାଧୁ, ଭଣ୍ଡ ବାଆଜୀ, ଭଣ୍ଡ ସାଧୁ
Translation in other languages :
वह साधु जो वास्तव में साधु न हो, केवल साधु बनने का ढोंग कर रहा हो।
आज-कल समाज में असाधुओं की कमी नहीं है।