Meaning : ଖଣ୍ଡ ଖଣ୍ଡ କରାଯାଇଥିବା
Example :
ମଜୁରିଆ ଭଗ୍ନ ପାଷାଣକୁ ରାସ୍ତା ଉପରେ ଫୋପାଡ଼ି ଦେଲା
Synonyms : ଭଗ୍ନ, ଭାଙ୍ଗିଯାଇଥିବା
Translation in other languages :
Physically and forcibly separated into pieces or cracked or split.
A broken mirror.Meaning : ଯାହା ଭୁଷୁଡ଼ିପଡ଼ିଛି ବା ଭାଙ୍ଗିଯାଇଛି
Example :
ସେ ଭଙ୍ଗାଘରେ ଜୀବନ ଯାପନ କରିବା ନିମନ୍ତେ ବାଧ୍ୟ
Synonyms : ଅବକ୍ଷିପ୍ତ, ଗଡ଼ିପଡ଼ିଥିବା, ଧରାଶାୟୀ, ଭୁଷୁଡ଼ିପଡ଼ିଥିବା, ସ୍ଖଳିତ
Translation in other languages :
Meaning : ଯାହା ଭାଙ୍ଗି ଯାଇଛି ବା ଖଣ୍ଡ ଖଣ୍ଡ ହୋଇଛି
Example :
ଶିବଙ୍କର ଭଗ୍ନ ଧନୁକୁ ଦେଖିବାକ୍ଷଣି ପର୍ଶୁରାମ ବିଚଳିତ ହୋଇଗଲେ ଭଗ୍ନ ଘରକୁ ମରାମତି କରିବା ଦରକାର
Synonyms : ଖଣ୍ଡିତ, ବିଖଣ୍ଡିତ, ଭଗ୍ନ
Translation in other languages :
Physically and forcibly separated into pieces or cracked or split.
A broken mirror.