Subscribe
URL of the page has been copied to clipboard.
Meaning : ଖାଇବା କାର୍ଯ୍ୟ
Example : ମୁଁ ଜଙ୍ଗଲରେ ବାଘ କୁକୁରକୁ ଭକ୍ଷଣ କରୁଥିବାର ଦେଖିଲି
Synonyms : ଖାଇବା, ଭକ୍ଷଣ, ଭୋଜନ
Translation in other languages :हिन्दी English
खाने की क्रिया।
The act of consuming food.
Meaning : ଯାହା ଖାଇବା ଯୋଗ୍ୟ
Example : ଖାଇବା ଫଳକୁ ଧୋଇଲାପରେ ହିଁ ଉପଯୋଗ କରାଯିବା ଉଚିତ
Synonyms : ଆହାର, ଖାଇବା, ଖାଦ୍ୟ, ଭୋଜ୍ୟ
जो खाने योग्य हो।
Suitable for use as food.
Install App