Meaning : କୌଣସି କଥା କିମ୍ବା ଘଟଣାରୁ ମନରେ କଷ୍ଟ ହେବା
Example :
ଆପଣଙ୍କ କାର୍ଯ୍ୟରେ ମୁଁ ଅତ୍ୟଧିକ ବ୍ୟଥିତ
Translation in other languages :
Meaning : ଅଚାନକ କଷ୍ଟ ବା ପୀଡ଼ା ହେବାରୁ ବିକଳ ହେବା
Example :
ମିଛ ଦୋଷାରୋପ ଶୁଣି ସେମାନେ ବ୍ୟଥିତ ହେଲେ
Synonyms : ବ୍ୟଥାତୁର ହେବା, ମନସ୍ତାପ କରିବା
Translation in other languages :