Meaning : ଯାହା ବୁଝିବାଯୋଗ୍ୟ ବା ଯାହା ସହଜରେ ବୁଝି ହେଇଯାଏ
Example :
ରାମଚରିତ ମାନସ ଏକ ବୋଧ୍ୟ ଗ୍ରନ୍ଥ
Synonyms : ଅକ୍ଳିଷ୍ଟ, ବୋଧ୍ୟ, ସରଳ, ସହଜ, ସୁଗମ, ସୁବୋଧ୍ୟ
Translation in other languages :
Capable of being apprehended or understood.
apprehensible, graspable, intelligible, perceivable, understandableMeaning : ଯାହା ଜଣାଯାଏ ବା ଜାଣିବା ଯୋଗ୍ୟ
Example :
ଈଶ୍ୱର ସହୃଦୟ ବ୍ୟକ୍ତିମାନଙ୍କର ଜ୍ଞେୟ
Translation in other languages :
Capable of being apprehended or understood.
apprehensible, graspable, intelligible, perceivable, understandable