Meaning : ଉପକରଣଆଦିରେ ଲାଗିଥିବା କାଠର ମୁଠା
Example :
କମାର ଖୁରପିରେ ବେଣ୍ଟ ଲଗାଉଥିଲା
Synonyms : ବେଂଟ
Translation in other languages :
Meaning : ଜଙ୍ଗଲୀ ପଶୁ ଶିକାର କରିବାପାଇଁ ପାଟିତୁଣ୍ଡକରି ଘଉଡ଼ାଇବା କ୍ରିୟା ଯାହାଦ୍ୱାରା ଶିକାର ସହଜରେ କରିହୁଏ
Example :
ବେଣ୍ଟ ପରେ ଆଦମଖୋର ବାଘ ମରିଗଲା
Translation in other languages :
A hunt in which beaters force the game to flee in the direction of the hunter.
battueMeaning : ଉପକରଣଆଦିର ସେହି ଅଂଶ ଯେଉଁଥିରେ ତାକୁ ଧରାଯାଏ
Example :
ବାସନର ବେଣ୍ଟ ଭାଙ୍ଗିଗଲେ ତାକୁ ଧରିବାକୁ କଷ୍ଟ ହୋଇଥାଏ
Synonyms : କଡ଼ା
Translation in other languages :