Meaning : ବାଉଁଶରେ ତିଆରିହୋଇଥିବା, ମୁହଁରେ ଫୁଙ୍କି ବଜା ଯାଉଥିବା ଏକ ବାଦ୍ୟ
Example :
ଶ୍ୟାମ ବଂଶୀ ବଜାଉଛି
Synonyms : ବଂଶିକା, ବଂଶୀ, ବଇଁଶୀ, ବାଂଶରୀ, ମୂରଲୀ
Translation in other languages :
A high-pitched woodwind instrument. A slender tube closed at one end with finger holes on one end and an opening near the closed end across which the breath is blown.
flute, transverse fluteMeaning : ଏକ ଲମ୍ବା ଶକ୍ତ ଗଛର କାଣ୍ଡ ଯାହାର ଜାଗା ଜାଗାରେ ଗଣ୍ଠି ଥାଏ ଏବଂ ଯାହା ଛପର କରିବା ଏବଂ ପାଚିଆ ଇତ୍ୟାଦି ବନେଇବା କାମରେ ବ୍ୟବହାର କରାଯାଏ
Example :
ସେ ତା ବଗିଚାରେ ବାଉଁଶ ଗଛ ଲଗାଉଛି
Synonyms : ବାଉଁଶ
Translation in other languages :
Woody tropical grass having hollow woody stems. Mature canes used for construction and furniture.
bamboo