Meaning : ପାଚିଥିବା ଫସଲର ଶସ୍ୟର କାଣ୍ଡରୁ ଦାନାକୁ ଅଲଗା କରିବାପାଇଁ ବଳଦ ମଡ଼ାଇବା
Example :
କୃଷକଟି ଖଳାରେ ଧାନଫସଲକୁ ବେଙ୍ଗଳା ପକାଉଛି
Synonyms : ପତୁଳି ପକାଇବା, ବେଙ୍ଗଳା ପକାଇବା, ବେଙ୍ଗୁଳିବା
Translation in other languages :
Meaning : ବେଙ୍ଗଳାକାମ ଅନ୍ୟ କାହାଦ୍ୱାରା କରାଇବା
Example :
ଅମଳ କରିବା ସମୟରେ ଶସ୍ୟକୁ ବଳଦଙ୍କଦ୍ୱାରା ବେଙ୍ଗଳା ପକାନ୍ତି
Synonyms : ବେଙ୍ଗଳା ପକାଇବା
Translation in other languages :