Meaning : ପ୍ରତି ଏକକ ସମୟରେ ନିର୍ଦ୍ଧାରିତ କରାଯାଇଥିବା ଦୂରତା
Example :
କାର ୫୦ କିଲୋମିଟର ଗତିରେ ଯାଉଛି
Synonyms : ଗତି
Translation in other languages :
Meaning : ବହିବାର କ୍ରିୟା ବା ଭାବ
Example :
ସେ ପାଣି ପ୍ରବାହରେ ଭାସି ଗଲା ବର୍ଷା ଦିନରେ ନଦୀମାନଙ୍କର ପ୍ରବାହ ବଢ଼ିଯାଏ
Translation in other languages :