Meaning : ପାଣିରେ ପୂର୍ଣ୍ଣ ହୋଇଯିବା
Example :
ଗୋଟିଏ ଦିନ ବର୍ଷାରେ ସାରା ଗାଁ ବୁଡ଼ିଗଲା
Translation in other languages :
Cover with liquid, usually water.
The swollen river flooded the village.Meaning : ପାଣି ବା ଅନ୍ୟ କୌଣସି ତରଳ ପଦାର୍ଥରେ ପୂରିଥିବା ଜିନିଷ
Example :
ତୋଫାନ୍ କାରଣରୁ ଜାହାଜ ପାଣିରେ ବୁଡ଼ିଗଲା
Synonyms : ଡୁବିଯିବା
Translation in other languages :
Meaning : କୌଣସି ବସ୍ତୁ, କାମ ଇତ୍ୟାଦି ନଷ୍ଟ ହୋଇଯିବା
Example :
ତାର ପୂରା ଧନ୍ଦା ବୁଡ଼ିଗଲା
Synonyms : ନଷ୍ଟ ହେବା
Translation in other languages :
कोई वस्तु, कार्य आदि का नष्ट हो जाना।
उसका पूरा धंधा डूब गया।Grow worse.
Her condition deteriorated.