Meaning : ଏପାଖ ସେପାଖ ପଡ଼ିଥିବା ବା ଛିନ୍ ଛତର ହୋଇଥିବା
Example :
ପକ୍ଷୀ ଭୂମି ଉପରେ ବିକ୍ଷିପ୍ତ ଭାବେ ପଡ଼ିଥିବା ଶସ୍ୟ ଖୁଣ୍ଟୁଥିଲେ
Synonyms : ଇଆଡ଼େସିଆଡ଼େ ପଡ଼ିଥିବା, ଛିନ୍ଛତରହୋଇ, ବିକୀର୍ଣ୍ଣ, ବିକ୍ଷିପ୍ତଭାବେ
Translation in other languages :
Occurring or distributed over widely spaced and irregular intervals in time or space.
Scattered showers.