Meaning : ସେହି ବ୍ୟକ୍ତି ଯାହାଙ୍କୁ ବିଶ୍ୱାସ କରାଯାଇ ପାରେ ବା ଯେ ବିଶ୍ୱାସର ପାତ୍ର
Example :
କଳିଯୁଗରେ ବିଶ୍ୱାସପାତ୍ର ମିଳିବା ବହୁତ କଷ୍ଟ
Synonyms : ବିଶ୍ୱାସପାତ୍ର
Translation in other languages :
वह व्यक्ति जिसपर विश्वास किया जा सके या जो विश्वास का पात्र हो।
कलियुग में विश्वासपात्र मिलना मुश्किल है।