Meaning : ଅର୍ଥାଳଙ୍କାରର ଏକ ଭେଦ
Example :
ବିଶେଷରେ କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ବର୍ଣ୍ଣନା କରାଯାଏ
Synonyms : ବିଶେଷ ଅର୍ଥାଳଙ୍କାର, ବିଶେଷାର୍ଥାଳଙ୍କାର
Translation in other languages :
अर्थालंकार का एक भेद।
विशेष में किसी आश्चर्यजनक बात का वर्णन होता है।Meaning : କୌଣସି ବିଷୟରେ ସ୍ପଷ୍ଟୀକରଣପାଇଁ ବା ନିଜର ସମ୍ମତିରୂପରେ କୁହାଯାଇଥିବା କଥା
Example :
ଦଲିଲର ପୁରାପୁରି ନିମ୍ନରେ ଥିବା ଟିପ୍ପଣୀ ଅନ୍ତର୍ଗତ ଯାହା ଲେଖାଯାଇଛି ତାହା ଧ୍ୟାନରେ ପଢ଼
Synonyms : ଟିପ୍ପଣୀ
Translation in other languages :
किसी विषय में उसके स्पष्टीकरण के लिए या अपनी सम्मति के रूप में कही जानेवाली बात।
कागजात में एकदम नीचे विशेष के अंतर्गत जो लिखा गया है उसको ध्यान से पढ़ो।A fact about some part (as opposed to general).
He always reasons from the particular to the general.Meaning : ସାଧାରଣଠାରୁ ଅତିରିକ୍ତ ତଥା ତାଠାରୁ ଟିକେ ଆଗୁଆ ଥିବା ବା ଯେତେ ହେବା ଦରକାର ବା ହୋଇଥାଏ ତାଠାରୁ କିଛି ଅଧିକ ବା ତାହା ବ୍ୟତୀତ
Example :
ମୁଁ ଏଠାକୁ ଏକ ବିଶେଷ କାମରେ ଆସିଛି ଏହି ଯଜ୍ଞପାଇଁ କେତେକ ବିଶେଷ ସାମଗ୍ରୀର ଆବଶ୍ୟକତା ରହିଛି
Synonyms : ଅସାମାନ୍ୟ
Translation in other languages :
Surpassing what is common or usual or expected.
He paid especial attention to her.Meaning : ଯାହା ସାମାନ୍ୟ ନୁହେଁ
Example :
ମୋହନ ଅସାମାନ୍ୟ ରୋଗରେ ପୀଡ଼ିତକୌଣସି ଅସାମାନ୍ୟ କଥା ଅଛିତ ମୋତେ କୁହ
Synonyms : ଅସାଧାରଣ, ଅସାମାନ୍ୟ, ଖାସ୍, ଗୁରୁତ୍ୱପୂର୍ଣ୍ଣ, ସ୍ପେସାଲ୍
Translation in other languages :