Meaning : ସାଂସାରିକ ବସ୍ତୁ ତଥା ସୁଖପ୍ରତି ଅନୁରାଗ ବା ଆସକ୍ତି ସଂପୂର୍ଣ୍ଣରୂପେ ତ୍ୟାଗ କରିଥିବା ବ୍ୟକ୍ତି
Example :
ବୈରାଗୀଙ୍କ ଦର୍ଶନପାଇଁ ଭିଡ଼ ହେଲା
Translation in other languages :
Meaning : ବୈଷ୍ଣବ ମତକୁ ମାନୁଥିବା ସାଧୁ
Example :
ଗାଁ ବାହାର ମନ୍ଦିରରେ ଜଣେ ବୈରାଗୀ ରହନ୍ତି
Synonyms : ବୈରାଗୀ, ବୈଷ୍ଣବ ସାଧୁ
Translation in other languages :