Subscribe
URL of the page has been copied to clipboard.
Meaning : ବିନାଶ କରୁଥିବା ବ୍ୟକ୍ତି
Example : ଭଗବାନ ଶଙ୍କରଙ୍କୁ ସୃଷ୍ଟିର ବିନାଶକ କୁହାଯାଏ
Synonyms : ଧ୍ୱଂସକର୍ତ୍ତା, ନାଶକ, ବିନାଶୀ, ସଂହାରକ
Translation in other languages :हिन्दी English
विनाश करने वाला व्यक्ति।
A person who destroys or ruins or lays waste to.
Meaning : ଯେ ନାଶ କରେ
Example : ଚାଷୀ ବିଲରେ କୀଟନାଶକ ଔଷଧ ପକଉଛି ଭଗବାନ ବିଘ୍ନ ବିନାଶକ
Synonyms : ନାଶକ, ନାଶୀ, ବିନାଶକାରକ, ବିନାଶକାରୀ, ବିନାଶୀ, ବିଲୋପକ
जो नाश करता हो।
Causing destruction or much damage.
Install App