Meaning : ଧର୍ମରେ ନିଷ୍ଠା ବା ଶ୍ରଦ୍ଧା ନରଖିବାଲୋକ ବା ଯିଏ ଧାର୍ମିକ ନୁହେଁ
Example :
ରାବଣ ଜଣେ ଅଧର୍ମୀ ବ୍ୟକ୍ତି ଥିଲା
Synonyms : ଅଧର୍ମୀ, ଅଧାର୍ମିକ, ଧର୍ମହୀନ
Translation in other languages :
धर्म में निष्ठा या श्रद्धा न रखने वाला या जो धार्मिक न हो।
वह अधार्मिक व्यक्ति है।Meaning : ମୁସଲମାନଙ୍କ ଅନୁସାରେ ଇସଲାମକୁ ନ ମାନୁଥିବା ଲୋକ
Example :
ମୌଲବୀଙ୍କଦ୍ୱାରା ପ୍ରଭାବିତ ହୋଇ କେତେଜଣ କାଫିର ବ୍ୟକ୍ତି ଇସଲାମ ଧର୍ମ ଗ୍ରହଣ କଲେ
Synonyms : କାଫିର
Translation in other languages :