Subscribe
URL of the page has been copied to clipboard.
Meaning : ବିଦାୟ ଦେବା ସମୟରେ ଦିଆ ଯାଉଥିବା ଧନ
Example : ଅତିଥିମାନଙ୍କୁ ଶହେଟଙ୍କା ଲେଖାଏଁ ବିଦାକି ମିଳିଛି
Synonyms : ମେଲାଣି ଦକ୍ଷିଣା
Translation in other languages :हिन्दी
विदा करते समय दिया जाने वाला धन।
Meaning : ମାଙ୍ଗଳିକ କାର୍ଯ୍ୟରେ ବାରିକ,ଭାଟ,ବାଜାବାଲା ଆଦିଙ୍କୁ ଦିଆଯାଉଥିବା ନିମନ୍ତ୍ରଣ ଏବଂ ବିଦାକି
Example : ବାରିକ ବିଦାକିକୁ ନେଇ ସନ୍ତୁଷ୍ଟ ନଥିଲା
Synonyms : ପାଉଣା
शुभ अवसरों पर नाइयों, भाटों, बाजेवालों आदि को दिया जानेवाला निमंत्रण और बिदाई।
Meaning : ବାରିକ, ଧୋବା ଇତ୍ୟାଦି ବିବାହ ଆଦି ମଙ୍ଗଳ ଅବସରରେ ନେଉଥିବା ପାଉଣା
Example : ଶ୍ୟାମାର ଶାଶୁଘରଲୋକ ବିଦାକି ଦେବାପାଇଁ ଭଲଭଲ ଶାଢ଼ୀ ଆଣିଛନ୍ତି
नाई, धोबी आदि जो विवाह आदि मंगल अवसरों पर नेग लेते हैं।
Install App