Meaning : ଅନ୍ୟମାନଙ୍କ କଥାକୁ ଉପେକ୍ଷା କରି ନିଜ କଥାକୁ କହି ଚାଲିବାର ପ୍ରକ୍ରିୟା
Example :
ତାର ବିତଣ୍ଡା ଯୋଗୁଁ ସମସ୍ତେ ହଇରାଣ ହେଉଛନ୍ତି
Synonyms : ଅଯଥା ଯୁକ୍ତି, ବିତଣ୍ଡା
Translation in other languages :
Meaning : ବ୍ୟର୍ଥ ବିବାଦ ବା ମତାନ୍ତର
Example :
ଏଭଳି ବିତଣ୍ଡା ଦ୍ୱାରା ଶେଷରେ ତୁମକୁ କଣ ମିଳୁଛି?
Synonyms : ବିତଂଡାବାଦ, ବିତଣ୍ଡା, ବିତଣ୍ଡାବାଦ
Translation in other languages :
व्यर्थ का विवाद या कहासुनी।
इस तरह की वितंडाओं से आखिर तुम्हें क्या मिलता है?