Meaning : ଗୋଟିଏ ଗଛର ଛୋଟ ପତ୍ର ଯାହାକୁ ସେବନ କଲେ ନିଶା ହୋଇଥାଏ
Example :
ହୋଲି ଦିନ ମୁଁ ଭାଙ୍ଗ ମିଶା ସରବତ ପିଇ ଦେଇଥିଲି
Translation in other languages :
A preparation of the leaves and flowers of the hemp plant. Much used in India.
bhangMeaning : ଗୋଟିଏ ବର୍ଣ୍ଣବୃତ୍ତ
Example :
ବିଜୟାରେ ଆଠଟି ବର୍ଣ୍ଣ ଥାଏ
Translation in other languages :
Meaning : ଆଶ୍ୱିନ ଶୁକ୍ଳ ଦଶମୀରେ ପାଳନ କରା ଯାଉଥିବା ଏକ ହିନ୍ଦୁ ପର୍ବ
Example :
ପୂର୍ବ ଭାରତରେ ଦଶହରା ପର୍ବ ଧୁମ୍ଧାମରେ ପାଳନ କରାଯାଏ
Synonyms : ଦଶରା, ଦଶହରା, ବିଜୟା ଦଶମୀ
Translation in other languages :
A day or period of time set aside for feasting and celebration.
festivalMeaning : ପାର୍ବତୀଙ୍କ ଜଣେ ସଖୀ
Example :
ବିଜୟାଙ୍କ ବର୍ଣ୍ଣନା ପୁରାଣରେ ମିଳିଥାଏ
Translation in other languages :
An imaginary being of myth or fable.
mythical beingMeaning : ଯମଙ୍କ ପତ୍ନୀ
Example :
ଧୂମ୍ରୋରୂପାଙ୍କ ବର୍ଣ୍ଣନା ପୁରାଣରୁ ମିଳେ
Synonyms : ଧୂମ୍ରୋରୂପା
Translation in other languages :
An imaginary being of myth or fable.
mythical beingMeaning : ଏକ ମାତ୍ରା ଛନ୍ଦ
Example :
ବିଜୟାରେ ଦଶଟି ମାତ୍ରା ଥାଏ
Translation in other languages :