Subscribe
URL of the page has been copied to clipboard.
Meaning : ଆବେଗକୁ ତୀବ୍ର କରିବାର କ୍ରିୟା ବା ଅବସ୍ଥା
Example : ମିଥ୍ୟା ଆରୋପ ଶୁଣିବା କ୍ଷଣି ହିଁ ମାନସୀ ଉତ୍ତେଜନାରେ କମ୍ପି ଉଠିଲା
Synonyms : ଉତ୍ତେଜନା, ଉଦବେଗ୍, ଟିହାଣ
Translation in other languages :हिन्दी English
किसी के तेज को उत्कृष्ट करना या उग्र रूप देना।
A mental state of extreme emotional disturbance.
Meaning : କୌଣସି ଅପ୍ରିୟ ବା ଅନିଷ୍ଟ ଘଟଣା କାରଣରୁ ମନରେ ଜନ୍ମ ହେଉଥିବା ବିକାର
Example : ବିକ୍ଷୋଭ କେତେ ପ୍ରକାର ହୋଇଥାଏ
Synonyms : ଅସ୍ଥିରତା, ଆନ୍ଦୋଳନ, ଆଲୋଡ଼ନ, ଉଦବେଳନ
किसी अप्रिय या अनिष्ट घटना के कारण मन में होने वाला विकार।
The feeling of being agitated. Not calm.
Install App