Subscribe
URL of the page has been copied to clipboard.
Meaning : ଯାହା ଅଧିକ ସମୟ ପଡ଼ିରହିବା କାରଣରୁ ଦୁର୍ଗନ୍ଧଯୁକ୍ତ ଓ ଆମ୍ବିଳା ହୋଇଯାଇଛି
Example : ଭିକାରୀଟି ପଚା ଖାଦ୍ୟ ଖାଉଛି
Synonyms : ପଚା
Translation in other languages :हिन्दी
जो अधिक समय तक पड़ा रहने के कारण दुर्गंधयुक्त और कसैला हो गया हो।
Meaning : ଆଗରୁ ବା ରାତିକ ଆଗରୁ ରନ୍ଧା ହୋଇଥିବା
Example : ବାସି ଖାଦ୍ୟ ଶରୀରପାଇଁ କ୍ଷତିକାରକ
Synonyms : ପର୍ଯ୍ୟୁସିତ
देर का पका हुआ या एक रात पहले का पका हुआ।
Install App