Meaning : ପ୍ରେକ୍ଷାଳୟ ଭିତରେ କେବଳ ପଛଆଡ଼କୁ ଥିବା ପ୍ରଥମ ମହଲାର ଉପର ମହଲା
Example :
ବାଲକୋନୀ ଟିକେଟ ମିଳିଲାନାହିଁ
Translation in other languages :
An upper floor projecting from the rear over the main floor in an auditorium.
balconyMeaning : ଘରର କାନ୍ଥଠାରୁ ବାହାରକୁ ବାହାରିଥିବା ଯେଉଁ ଅଂଶ ଲୁହାଛଡ଼ଦ୍ୱାରା ଘେରାହୋଇଥାଏ
Example :
ସେମାନେ ସଂଧ୍ୟା ସମୟରେ ବାଲକୋନୀରେ ହିଁ ଚା ପିଅନ୍ତି
Translation in other languages :
A platform projecting from the wall of a building and surrounded by a balustrade or railing or parapet.
balcony