Meaning : କୋଠାର ଆଗରେ ଏବଂ ଭିତରେ ବାହାରିଥିବା ସ୍ଥାନ ଯାହାକୁ ପାରିକରି ଅନ୍ୟ କୋଠରୀଆଦିରେ ପ୍ରବେଶ କରଯାଏ
Example :
ଶ୍ୟାମ ବାରଣ୍ଡାରେ ବସି ଚା’ ପିଉଛି
Synonyms : ବାରଂଡା
Translation in other languages :
Meaning : କୋଠାର କାନ୍ଥରୁ ବାହାରକୁଥିବା ଅଂଶ
Example :
ସେ ବର୍ଷାର ସୁରକ୍ଷାପାଇଁ ବାରଣ୍ଡା ତଳେ ଛିଡ଼ା ହୋଇଗଲା
Translation in other languages :
Projection that extends beyond or hangs over something else.
overhang