Meaning : ଗୋଟିଏ ତାନ୍ତ୍ରିକ ମତ ଯେଉଁଥିରେ ମଦ୍ୟ,ମାଂସ ଆଦିକୁ ସେବନ କରିବାର ବିଧି ଅଛି
Example :
ବେଦରେ କୁହାଯାଇଛି ଦକ୍ଷିଣମାର୍ଗର ବିରୁଦ୍ଧରେ ବାମମାର୍ଗ ପଡ଼ିଥାଏ
Synonyms : ବାମମାର୍ଗ
Translation in other languages :
Meaning : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ଯେ ସମର୍ଥନ କରୁଥାଏ
Example :
ବାମପନ୍ଥୀମାନେ ମଧ୍ୟ ଏହି ସମ୍ମେଳନରେ ଭାଗ ନେଲେ
Synonyms : ବାମପଂଥୀ, ବାମବାଦୀ, ବାମମାର୍ଗୀ, ଲେଫ୍ଟିଷ୍ଟ
Translation in other languages :