Meaning : କୌଣସି ବିଷୟରେ ଉଗ୍ରମତ ଥିବା ବ୍ୟକ୍ତିଙ୍କ ସିଦ୍ଧାନ୍ତ
Example :
ମନୋଜ ବାମପନ୍ଥ ଆପଣେଇ ନେଇଛି
Translation in other languages :
The ideology of the political left. Belief in or support of the tenets of the political left.
leftismMeaning : ଜନକଲ୍ୟାଣକୁ ଆଗେଇ ଦେବା ନିମନ୍ତେ ତିଆରି ହୋଇଥିବା ଅଲଗା ଅଲଗା ପଥରେ ସାମାଜିକ,ରାଜନୈତିକ ଅଥବା ଆର୍ଥିକ ପରିବର୍ତ୍ତନକୁ ସମର୍ଥନ କରୁଥିବା ସିଦ୍ଧାନ୍ତ
Example :
ସେ ବାମମାର୍ଗର ସମର୍ଥକ
Synonyms : ବାମପଂଥ, ବାମପକ୍ଷ, ବାମମାର୍ଗ
Translation in other languages :
The ideology of the political left. Belief in or support of the tenets of the political left.
leftism