Meaning : ଯେଉଁ ବାୟୁ ପୃଥିବୀକୁ ଚାରିଆଡ଼ୁ ଘେରିରହିଛି
Example :
ଆମକୁ ବାୟୁମଣ୍ଡଳ ଦୂଷିତ ହେବାରୁ ରକ୍ଷା କରିବାକୁ ପଡ଼ିବ
Synonyms : ବାୟୁମଣ୍ଡଳ
Translation in other languages :
The mass of air surrounding the Earth.
There was great heat as the comet entered the atmosphere.Meaning : କୌଣସି ଘଟଣା କାର୍ଯ୍ୟ, ଜୀବଆଦିଙ୍କ ଆଖ ପାଖ ବା ଚାରିଦିଗରେ ବାସ୍ତବିକ ବା ତର୍କସଂଗତ ସ୍ଥିତି ବା ଅବସ୍ଥା
Example :
ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ଏଠାକାର ପରିସ୍ଥିତି ଦିନକୁ ଦିନ ଖରାପ ହୋଇଯାଉଛି
Translation in other languages :
The state of the environment in which a situation exists.
You can't do that in a university setting.