Meaning : ଆଞ୍ଚରେ ସେକି ତିଆରି କରାଯାଉଥିବା ଏକ ପ୍ରକାରର ମୋଟା ଗୋଲ ରୁଟି
Example :
ସେ ଡାଲି ଓ ବାଟି ଖାଉଛି
Translation in other languages :
Meaning : ମାଟି, କାଚଆଦିର ଛୋଟ ଛୋଟ ଗୋଲି ଯେଉଁଥିରେ ପିଲାମାନେ ଖେଳନ୍ତି
Example :
ପିଲାମାନେ ଗୁଲି ଖେଳୁଛନ୍ତି
Translation in other languages :
A small ball of glass that is used in various games.
marble