Meaning : କୌଣସି ବିଷୟ ଠିକ୍ ହେବା ସମ୍ବନ୍ଧରେ ଦୃଢ଼ତା ପୂର୍ବକ କିଛି କହିବାର ସେହି ଶୈଳୀ ଯେଉଁଥିରେ ସତ୍ୟ ବା ଅସତ୍ୟ ପ୍ରମାଣ ହେବାପରେ ହାରିବା ଜିତିବା ତଥା କିଛି ନେବା ଦେବା ମଧ୍ୟ ହୁଏ
Example :
ରାହୁଲ ସର୍ତ୍ତ ଜିତିଗଲା
Synonyms : ସର୍ତ୍ତ
Translation in other languages :
Meaning : ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଏଭଳି ପୂରା ଖେଳ ଯେଉଁଥିରେ ହାର ଜିତଥାଏ ବା ବାଜି ଲଗାଯାଏ
Example :
ଶ୍ୟାମ ହାରୁ ହାରୁ ଅନ୍ତିମ ସମୟରେ ବାଜି ଜିତି ଗଲା
Translation in other languages :
Meaning : ବାଜି ଲଗାଇ ଖେଳାଯାଉଥିବା ହାରଜିତର ଖେଳ
Example :
ପାଣ୍ଡବମାନେ ଦୌପଦୀଙ୍କୁ ଜୁଆରେ ହାରିଗଲେ
Synonyms : ଜୁଆ
Translation in other languages :
Meaning : ପଶା, ଜୁଆଆଦି ଖେଳଗୁଡ଼ିକ ସମୟରେ ହାର ଜିତ ପାଇଁ ଖେଳାଳୀ ସାମନାରେ ରଖାଯାଉଥିବା ଧନ, ବସ୍ତୁଆଦି
Example :
ଯୁଧିଷ୍ଠିର ପଶା ଖେଳରେ ଦୌପଦୀଙ୍କୁ ବାଜି ଲଗାଇଥିଲେ
Synonyms : ପଣ
Translation in other languages :