Meaning : ଯେ ବହୁତ ଭଲ କହେ ବା ଯେ କୌଣସି ଭାଷରେ ଜ୍ଞାନୀ
Example :
ପଣ୍ଡିତ ମହେଶଚନ୍ଦ୍ରଙ୍କ ପାଣ୍ଡିତ୍ୟଯୋଗୁଁ ହିଁ ତାଙ୍କୁ ବାଗ୍ମୀ କୁହାଯାଏ
Synonyms : ବାଗୀଶ, ବାଗୀଶ୍ୱର, ବାଗ୍ମୀ, ବାଗ୍ବିଶାରଦ
Translation in other languages :
Meaning : କଥା କହିବାରେ ଚତୁର
Example :
ବାକ୍ପଟୁ ରମେଶ ନିଜ କଥାରେ ସମସ୍ତଙ୍କୁ ପ୍ରଭାବିତ କରି ଦିଏ
Synonyms : କଥାକୁହାଳିଆ, କୁହାଳିଆ
Translation in other languages :
Expressing yourself readily, clearly, effectively.
Able to dazzle with his facile tongue.