Meaning : ଯେଉଁ ଦଣ୍ଡରେ ଅପରାଧୀକୁ ଏକ ନିର୍ଦ୍ଧିଷ୍ଟ ସମୟ ପର୍ଯ୍ୟନ୍ତ କୌଣସି ଏକ ଅଞ୍ଚଳରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ଥାଏ
Example :
ଏହି ଫିଲ୍ମରେ ନାୟକକୁ ନିର୍ବାସନ ମିଳିଛି
Translation in other languages :
एक प्रकार का दंड जिसमें अपराधी को एक निश्चित समय तक एक निश्चित क्षेत्र में प्रवेश की मनाही होती है।
तड़ीपार के सज़ायाफ्ता कैदी पर पुलिस नज़र रखी हुई है।Meaning : କୌଣସି ବିଷୟରେ, କାହା ସହିତ ମତଭେଦ ହେଲାପରେ ବିରୋଧ ବା ଅସନ୍ତୋଷ ପ୍ରକଟ କରିବା ପାଇଁ ତାହାର ତ୍ୟାଗ
Example :
ଗାନ୍ଧିଜୀ ବିଦେଶୀ ବସ୍ତୁଗୁଡ଼ିକୁ ବହିଷ୍କାର କରିଥିଲେ
Translation in other languages :
A group's refusal to have commercial dealings with some organization in protest against its policies.
boycottMeaning : ବାହାର କରିବା ବା ନିକାଲିବା କ୍ରିୟା
Example :
ଅନ୍ୟ ଜାତିର ଝିଅକୁ ବିବାହ କରିଥିବା କାରଣର ସମାଜ ରାମୁକୁ ବହିଷ୍କାର କଲା
Synonyms : ବହିଷ୍କାର
Translation in other languages :