Subscribe
URL of the page has been copied to clipboard.
Meaning : କ୍ଷୀର ଆଦି ଗରମ ହେବା କାରଣରୁ ଗାଢ଼ ହୋଇଯିବା
Example : ଗ୍ୟାସ ଉପରେ ରଖିରଖି ଚା ବହଳିଆ ହୋଇଗଲା
Synonyms : ଘନ ହେବା
Translation in other languages :हिन्दी
दूध आदि का गरम होने के कारण गाढ़ा हो जाना।
Meaning : କୌଣସି ତରଳ ପଦାର୍ଥ ପତଳାରୁ ମୋଟା ହେବା
Example : ରସ ବହଳିଆ ହୋଇଗଲାଣି, କଣ ମୁଁ ଏହାକୁ ଚୁଲିରୁ ଓହ୍ଲାଇ ଦେବି ?
Synonyms : ଗାଢ଼ାହେବା
Translation in other languages :हिन्दी English
गाढ़ा होना।
Become thick or thicker.
Install App