Meaning : ପ୍ରହ୍ଲାଦଙ୍କ ନାତି ତଥା ବିରୋଚନଙ୍କ ପୁଅ ଜଣେ ମହାଦାନୀ ଦୈତ୍ୟରାଜ
Example :
ବଳିଙ୍କୁ ପ୍ରତାରଣା କରିବାପାଇଁ ଭଗବାନ ବାମନଅବତାର ଧାରଣ କରିଥିଲେ
Synonyms : ଇନ୍ଦ୍ରସେନ, ବିରୋଚନ ସୁତ, ରାଜା ବଳି
Translation in other languages :
Meaning : ବଳି ଦେବା କାର୍ଯ୍ୟ
Example :
ସେ ମନ୍ଦିରରେ ଛେଳି ବଳି ଦେଲା
Translation in other languages :