Meaning : ଲମ୍ବା ବେକ ଓ ଲମ୍ବା ଗୋଡ଼ଥିବା ଏକ ପକ୍ଷୀ
Example :
ମାଛ ଧରିବାପାଇଁ ବଗ ପାଣି ଧାରରେ ବସିଛି
Translation in other languages :
Any of various usually white herons having long plumes during breeding season.
egretMeaning : ଗୋଟିଏ ପ୍ରକାର ସୁନ୍ଦର ବଡ଼ ପକ୍ଷୀ
Example :
ବଗର ପ୍ରିୟ ଖାଦ୍ୟ ହେଉଛି ମାଛ
Translation in other languages :
Large long-necked wading bird of marshes and plains in many parts of the world.
crane