Meaning : ଯାହା ବର୍ତ୍ତମାନ କାଳ ସହିତ ସମ୍ବନ୍ଧିତ ବା ବର୍ତ୍ତମାନ କାଳର
Example :
ବିଶ୍ୱର ବର୍ତ୍ତମାନକାଳୀନ ରାଜନୈତିକ ପରିସ୍ଥିତିଗୁଡ଼ିକର ଖବର ସମସ୍ତେ ଜାଣିବା ଆବଶ୍ୟକ
Synonyms : ଆଧୁନିକ, ଏବେର, ସମ ସାମୟିକ, ସାମ୍ପ୍ରତିକ, ହାଲ
Translation in other languages :
जो वर्तमान काल से संबंधित हो या वर्तमान काल का।
विश्व की वर्तमान कालीन राजनैतिक परिस्थितियों की ख़बर सबको रखनी चाहिए।