Subscribe
URL of the page has been copied to clipboard.
Meaning : ଯେଉଁଥିରେ ମଞ୍ଜି ବୁଣା ଯାଇଛି
Example : କୃଷକଟି ବପିତ କ୍ଷେତର ଦେଖାଶୁଣା କରୁଛି
Translation in other languages :हिन्दी
जिसमें बीज बोया गया हो।
Meaning : ଯାହା ବୁଣିବାର ଯୋଗ୍ୟ
Example : କୃଷକଟି ବୁଣିବା ଯୋଗ୍ୟ ମଞ୍ଜିକୁ କ୍ଷେତରେ ବୁଣୁଛି
Synonyms : ବୁଣିବା ଯୋଗ୍ୟ
बोने योग्य।
Meaning : ଯାହା ବୁଣାଯାଇଛି(ମଞ୍ଜି)
Example : ପକ୍ଷୀଗୁଡିକ କ୍ଷେତରେ ବପିତ ମଞ୍ଜିକୁ ଖାଉଛନ୍ତି
Synonyms : ବୁଣା
जो बोया गया हो (बीज)।
Install App