Meaning : ନଦୀ ପାରହେବାପାଇଁ ତିଆରି କରାଯାଇଥିବା କାଠ କିମ୍ବା ଖମ୍ବଯୁକ୍ତ ସିମେଣ୍ଟ ରାସ୍ତା
Example :
ନଦୀଗୁଡିକ ଉପରେ ଜାଗା ଜାଗାରେ ପୋଲ ତିଆରି କରାଯାଉଛି
Translation in other languages :
Meaning : ନଦୀକୂଳରେ ଗଢା ହେଉଥିବା ବନ୍ଧ
Example :
କୃଷକ ନିଜର କ୍ଷେତରେ ଜଳସେଚନ ପାଇଁ ବନ୍ଧ ବାନ୍ଧୁଛି
Translation in other languages :
Meaning : ପାଣିକୁ ରୋକିବା ପାଇଁ ଅବା ପାଚେରୀକୁ ଟାଣ ରଖିବା ପାଇଁ ଏହାକୁ ଲଗାଇ ରଖାଯାଇଥିବା ଇଟା,ପଥର,ମାଟିର ଢେର
Example :
ବନ୍ୟାରେ ବନ୍ଧ ବି ଧୋଇଗଲା
Translation in other languages :
A long artificial mound of stone or earth. Built to hold back water or to support a road or as protection.
embankmentMeaning : ନଦୀ ବା ଜଳାଶୟର ଜଳ ଅଟକାଇବାପାଇଁ ତାହାର ଧାରେଧାରେ ମାଟି କିମ୍ବା ପଥର ଆଦିର ରଚନା
Example :
ନଦୀରେ ବନ୍ଧ ପକାଇ ବିଜୁଳୀ ଶକ୍ତି ଉତ୍ପନ୍ନ କରାଯାଏ
Translation in other languages :