Meaning : ରୋକିବାର ପ୍ରକ୍ରିୟା
Example :
ସୈନିକମାନେ ଶତ୍ରୁମାନଙ୍କୁ ସୀମାଭିତରେ ପ୍ରବେଶକୁ ରୋକିବାରେ ସଫଳ ହେଲେ
Synonyms : ଅଟକାଇବା, ଗତିରୋଧ କରିବା, ରୋକିବା
Translation in other languages :
Meaning : ପ୍ରଥା ଆଦିର ଅନ୍ତ କରିବା
Example :
ଆମକୁ ସମାଜରୁ ଯୌତୁକ ପ୍ରଥା ଉଚ୍ଛେଦକରିବାକୁ ହେବ
Synonyms : ଉଚ୍ଛେଦକରିବା, ଉଠେଇବା, ସମାପ୍ତକରିବା, ହଟେଇବା
Translation in other languages :
प्रथा आदि का अंत करना।
हमें हमारे समाज से दहेज प्रथा उठाना है।Meaning : ରୋକିବା ବା ବାଧାଦେବା
Example :
ଡକାୟତମାନେ ମାର୍ଗ ଅବରୋଧ କଲେ
Synonyms : ଅଟକେଇବା, ଅବରୋଧକରିବା, ପ୍ରତିରୋଧକରିବା, ରୋକିବା, ରୋଧକରିବା
Translation in other languages :
Meaning : ବିଣ୍ଡା ଲଗାଇବା
Example :
ବୋତଲର ମୁଁହ ବନ୍ଦ କରିବାପାଇଁ କାଗଜ ଚୁଣ୍ଟା ଲଗାଅ
Synonyms : ଚୁଣ୍ଟା ଲଗାଇବା, ବିଣ୍ଡା ଲଗାଇବା
Translation in other languages :