Meaning : ଜଙ୍ଗଲ ରୋପଣ ବା ଜଙ୍ଗଲ ଦ୍ବାରା ଆଚ୍ଛାଦିତ କରିବାର କ୍ରିୟା
Example :
ସୁଖରେ ବଞ୍ଚିବାର ଉତ୍ତମ ଉପାୟ ହେଉଛି ବନୀକରଣ
Translation in other languages :
The conversion of bare or cultivated land into forest (originally for the purpose of hunting).
afforestation