Meaning : ଟଙ୍କାପଇସାଆଦି ବଦଳାଇବା
Example :
ଫଳବାଲା ପାଖରେ ପାଞ୍ଚଶହ ଟଙ୍କିଆ ନୋଟର ଖୁଚୁରା ନଥିଲା ଭାଙ୍ଗିଲାନାହିଁ
Synonyms : ଖୁଚୁରାନଥିବା, ଭଙ୍ଗାଇବା, ଭାଙ୍ଗିବା
Translation in other languages :
Meaning : ବର୍ତ୍ତମାନର ଅବସ୍ଥାରେ ଅନ୍ତର ଆଣିବା ବା ଉପରତଳ କରିବା
Example :
ଏହି ବେତନ ବୃଦ୍ଧି ମୋ ଜୀବନ ସ୍ତରରେ କୌଣସି ସୁଧାର ଆଣିବନାହିଁ
Synonyms : ଆଣିବା, କରିବା, ପରିବର୍ତ୍ତନ କରିବା
Translation in other languages :
Meaning : ଗୋଟିଏ ଜିନିଷ ବଦଳରେ ଆଉଗୋଟିଏ ଜିନିଷ ନେବା କିମ୍ବା ଦେବା
Example :
ରମା ନିଜର ଫ୍ରିଜ୍ ବଦଳାଇ ଦେଲା
Synonyms : ବଦଳେଇବା
Translation in other languages :