Meaning : ଗୋଲ ଏବଂ ଚେପଟା ଛୋଟ ବସ୍ତୁ
Example :
ପିଲାଟି ରଙ୍ଗ ବଟିକା ପାଣିରେ ପକାଇ ଗୋଳଉଥିଲା
Translation in other languages :
Meaning : ଔଷଧ ବଟିକା
Example :
ବଟିକା ଖାଇବାପରେ ମୋର ମୁଣ୍ଡବ୍ୟଥା ଭଲ ହୋଇଗଲା
Synonyms : ଔଷଧ ଗୋଲି, ଗୋଲି, ବଟିକା ଗୋଲି
Translation in other languages :